LATEST ARTICLES

କରୋନାରୁ ବର୍ତ୍ତିବା ପାଇଁ ଜେଲ୍‌ରେ କଏଦୀଙ୍କ ଦଙ୍ଗା: ୮ମୃତ

କଲମ୍ବୋ,୧/୧୨: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରା ଜେଲ୍‌ରେ ରବିବାର କଏଦୀମାନେ ଭୀଷଣ ଦଙ୍ଗା କରିଛନ୍ତି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୩୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୨ଜଣ ଜେଲ୍...

ଇଟା ଧରାଇ ସୁନା ଲୁଟିନେଲେ

କଟକ,୧/୧୨:  କଟକର ବାଦାମବାଡ଼ି ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ତ ନିକଟରେ ଲୁଟେରାମାନେ ଜଣେ ବାଇକ୍ ଚାଳକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କାର ସୁନା ଲୁଟି ନେଇଛନ୍ତି। କାଗଜ ପୁଡ଼ିଆରେ ଇଟା ଧରାଇ ଦେଇ ସୁନା ଲୁଟିଥିବା...

ଆଜିଠୁ ଏସବୁ ଖୋଲା, ଏସବୁ ବନ୍ଦ…

ଭୁବନେଶ୍ବର,୧/୧୨:  ରାଜ୍ୟ ସରକାର ସୋମବାର ସନ୍ଧ୍ୟାରେ ଡିସେମ୍ବର ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ତଦନୁଯାୟୀ, ବିବାହ ଉତ୍ସବରେ ଏଣିକି ସର୍ବାଧିକ ୨୦୦ ଲୋକ ସାମିଲ ହୋଇ ପାରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର,୨୯/୧୧: ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବହିଷ୍କାର କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ପକ୍ଷରୁ ଏକ...

ଘନୀଭୂତ ହେଉଛି ଆଉ ଏକ ଲଘୁଚାପ: ୨ରେ ସ୍ଥଳଭାଗ ଛୁଇଁବ!

ଭୁବନେଶ୍ୱର,୨୯/୧୧: ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ।ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ...

ପ୍ରତ୍ୟେକ ଶନିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୨୮/୧୧: ରାଜ୍ୟରେ ସରକାରୀ ଅଫିସ ଡିସେମ୍ବର‌ରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ। ଏ ନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କଟକ ଏବଂ ଭୁବନେଶ୍ବରରେ ଥିବା...

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ସମ୍ପନ୍ନ

ପୁରୀ,୨୭/୧୧: ପୁରୀ ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବେଶ କାର୍ଯ୍ୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଭୋର ୪ଟା ପରିବର୍ତ୍ତେ ସକାଳ...

ଆଇଏଫଏସ୍ ଅଭୟ ପାଠକଙ୍କ ସମ୍ପତ୍ତିର ତଥ୍ୟ ଦେଲା ଭିଜିଲାନ୍ସ: ସବୁଠୁ ବଡ଼ ଚଢ଼ଉ

ଭୁବନେଶ୍ବର,୨୭/୧୧:  ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଚଢ଼ଉବେଳେ ବିପୁଳ ଅର୍ଥ, ସୁନାଗହଣା ଓ ଆୟ ବର୍ହିଭୂତ ସ୍ଥାବର-ଅସ୍ଥାବର ସମ୍ପତ୍ତି ମିଳିଛି। ଏହା ଓଡ଼ିଶା ଭିଜିଲାନ୍ସର ସବୁଠୁ ବଡ଼ ଚଢ଼ଉ ବୋଲି କୁହାଯାଉଛି।...

ବସ୍‌ଷ୍ଟାଣ୍ତରେ ଜଳିଗଲା ବସ୍

କଟକ,୨୬/୧୧:  କଟକସ୍ଥିତ ପାଲାମଣ୍ଡପ ପୁରୀ ବସ୍‌ଷ୍ଟାଣ୍ତ ପାର୍ଶ୍ବରେ ଥିବା ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ତରେ ଅଗ୍ନିକାଣ୍ତ ଘଟିଛି। ଶ୍ରୀମନ୍ଦିର ନାମକ ଏକ ଘରୋଇ ବସରେ ନିଆଁ ଲାଗି ତାହା ଜଳି ଯାଇଛି। ଘଟଣାସ୍ଥଳରେ ବାଦାମବାଡ଼ି ପୋଲିସ ଓ...

ତାଣ୍ଡବ ରଚୁଛି ‘ନିଭାର୍’: ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ ହେବ

ନୂଆଦିଲ୍ଲୀ,୨୬/୧୧: ଆଗାମୀ ତିନି ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏନେଇ ଗୁରୁବାର ସକାଳେ ଭାରତୀୟ ପାଣିପାଗ ସଂସ୍ଥାନ ସୂଚନା ଦେଇଛି। ପୁଡୁଚେରୀ ନିକଟରେ...